ବନ୍ଧୁ ମିଳନ। ସାମନ୍ତ ଚନ୍ଦ୍ରଶେଖର ପୁରୀର 1988 ମସିହା ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଏକ ବନ୍ଧୁ ମିଳନ ରା ଆୟୋଜନ କରିଥିଲେ। ଏହା ଭୁବନେଶ୍ୱର କଳ୍ପନା ଛକ ନିକଟସ୍ଥ ଭୁବନେଶ୍ୱର ରା ପୁଷ୍ପକ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ପ୍ରଥମେ କେଦାର ଗୌରୀ ନିକଟରେ ଏକତ୍ରିତ ହୋଇ ବୁଶ୍ଵ ଶାନ୍ତି ଉଦେଶ୍ୟ ରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ଏହି ବନ୍ଧୁ ମିଳନରେ କିଛି ପୁରାତନ ଛାତ୍ର ମଧ୍ୟ ଯୋଗଦେଇଥିଲେ। ଏହାର ପୁରାତନ ଛାତ୍ର ମନୋରଞ୍ଜନ ପଟନାୟକ ଯେକି ରାଜସ୍ୱ ବିଭାଗର ଅନୁଶାସନ ସଚିବ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
