ଆଜି ବିଶ୍ୱ ଜଳ ଦିବସ ପାଳିତ, ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରତିବିମ୍ବ ଚିତ୍ର ପ୍ରଦର୍ଶନୀ ଉଦଘାଟନ ତା:୨୨.୦୩. ଓଡ଼ିଶା ସରକାର ପକ୍ଷ ରୁ ଆଜି ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିବିମ୍ବ ଚିତ୍ର ପ୍ରଦର୍ଶନୀ ଉଦଘାଟନ କରିଛନ୍ତି। ଜଳ ପ୍ରକୃତି ର ଏକ ଅଦ୍ଭୁତ ଦେନ, ସମଗ୍ର ଜୀବ ଜଗତ ଜଳ ବିନା ବଞ୍ଚିବା ସମ୍ଭବ ନୁହେଁ।

ତେଣୁ ଏହାର ରକ୍ଷଣା ବେକ୍ଷଣା କରିବା ସହ ଅପବ୍ୟବହାର ରୋକିବା କୁ ଆହ୍ବାନ କରିଥିଲେ। ସଭାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ।
