ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ ନିୟୁଜ ରୁମ କୁ। କଂସାରୀ ଗୁଡ଼ା ସ୍ଥିତ ବିର୍ଲା ପ୍ରକଳ୍ପ ରନ୍ ୱେ ବେଲ୍ଟ ମାଧ୍ଯମରେ ନ କରି ଗାଡ଼ି ଟ୍ରାନ୍ସପୋର୍ଟ ମାଧ୍ଯମରେ ପରିବହନ କରିବା ନିମନ୍ତେ ଦାବି।

କୋଡିଙ୍ଗ ମାଳି ଖଣି ଖନନ ଅଞ୍ଚଳରେ ପରିବହନ କରୁଥିବା 15ଗୋଟି ବ୍ଳକର ହାଇୱା ଓ ଟିପ୍ପର ମାଲିକ 540ରୁ 600 ଖଣ୍ଡ ଟିପ୍ପର ଋଣ କରି 8ବର୍ଷ ହେବ ପରିବହନ ବ୍ୟବସ୍ଥାରେ ସହଯୋଗ କରୁଛନ୍ତି। ଜୀବନ ଜୀବିକା ନିର୍ବାହ କରିବାରେ ଅଂଚଳରେ 7ରୁ 8ହଜାର ଲୋକ ଜୀବିକା ନିର୍ବାହ କରୁଛନ୍ତି। ଯଦି ପରିବହନ ବନ୍ଦ ହୁଏ, ଅଞ୍ଚଳ ବାସି ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବେ। କଂସାରୀ ଗୁଡ଼ାରେ ହେବାକୁ ଥିବା ଆଦୀତ୍ଵ ବିର୍ଲା କମ୍ପାନୀକୁ ସ୍ୱାଗତ କରିବା ସହ କଡିଙ୍ଗାମାଳି ଠାରୁ କଂପାନୀ ରନ ୱେ ବେଲ୍ଟ ମାଧ୍ଯମରେ ପରିବହନ ନ କରି ଉକ୍ତ ଟିପ୍ପର ଓ ହାଇୱା ମାଧ୍ଯମରେ ପରିବହନ କରିବା ଲାଗି ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟଙ୍କଙ୍କ ଜରିଆରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଙ୍କୁ ପ୍ରଦାନ କରିଛନ୍ତି।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
