ହିରୋ ସିଡିଡ଼ିଲକ୍ସ ବାଇକ ସହ ୨୫କେଜି ଗଞ୍ଜେଇ ଜବତ ଚାଲାଣ କାରୀ ଗିରଫ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ସିଗାଡିଗ୍ରାମ ନିକଟରୁ ଗଞ୍ଜେଇ ଜବତ ସହ ଚାଲାଣ କାରୀ ଗିରଫ l ତେବେ ଗିରଫ ଗଞ୍ଜେଇ ଚାଲାଣ କାରୀ ଠାରୁ ମନମୁଣ୍ଡା ପୋଲିସ ସମୁଦାୟ ୨୫ କେଜି ଗଞ୍ଜେଇ ସହ ୧ଲକ୍ଷ ୪୩ ହଜାର ୪୨୦ ଟଙ୍କା ଓ ଏକ ହିରୋ ସିଡ଼ିଡିଲସ୍କ ବାଇକ କୁ ଜବତ କରିଛି ମନମୁଣ୍ଡା ପୋଲିସ l

ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବୌଦ୍ଧ ଏସଡିପିଓ ଲରେନ ରାଉତରାୟ ଓ ଥାନା ଅଧିକାରୀ ସସ୍ମିତା ମଗର I


ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଙ୍କ ଫଟୋ ନ୍ୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *