ବାଲିଅନ୍ତା ଭିଡହିଂସା ଘଟଣା।
ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳି ନାହିଁ । ଦିଲ୍ଲୀଫେରିଗଲେଏନ.ଏଚ.ଆର.ସି ଟିମ।୫ ଦିନରେ ୫୦ରୁ ଅଧିକ ଜଣଙ୍କୁ ଜେରା କରାଗଲା। ସନ୍ଦେହ ଘେର ରେ…
ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳି ନାହିଁ । ଦିଲ୍ଲୀଫେରିଗଲେଏନ.ଏଚ.ଆର.ସି ଟିମ।୫ ଦିନରେ ୫୦ରୁ ଅଧିକ ଜଣଙ୍କୁ ଜେରା କରାଗଲା। ସନ୍ଦେହ ଘେର ରେ…
ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ…
ବିଶ୍ୱ ପରିବେଶ ଦିବସ ପାଇଁ ଏସିଆ ମହାଦେଶ ଦିତ୍ୟିୟ ସର୍ବବୃହତ ମାଟିଆଡି ବନ୍ଧ ଜମ୍ଭିରା ଡ୍ୟାମରେ ବିରାଟ ସଫେଇ ଅଭିଯାନ । ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ…
ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟା ରେ ଦଳରୁ ବିଜେଡିର ଦୁଇଜଣ…
ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ମନମୋହନ ସାମଲ ମତ ବ୍ୟକ୍ତ କରିଛନ୍ତି।…
ପୂର୍ବତନ ବ୍ଲକ ଅଧ୍ୟକ୍ଷା କାଜଲ ମାରାଣ୍ଡିଙ୍କ ଶୁଦ୍ଧିକ୍ରିୟାରେ ଶୋକ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ପୂର୍ବତନ…
କୋମନା ସ୍ନେକ ହେଲ୍ପ ଲାଇନର ସୁରେଶ କୁମାର ମଲ୍ଲିକ ଓ କମଳ ପାଣ୍ଡେ ସାପ ଦେଖିବା ମାତ୍ରେ ଭୟବିତ ନ ହୋଇ ଆବଶ୍ୟକ ସୁରକ୍ଷା ପଦକ୍ଷେପ ପାଇଁ…
ନୂଆପଡ଼ାରେ ଧାନର ଅବୈଧ ମହଜୁଦ ଓ ପରିବହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ୪୬ କ୍ୱିଣ୍ଟାଲ ଧାନ ଜବତ। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ…
ବାବା ବରଦେଶ୍ୱରଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରିଲା ନିର୍ବନ୍ଧ: କନ୍ୟା ଓ ବର ପକ୍ଷଙ୍କ ମଧ୍ୟରେ ସମ୍ପନ୍ନ ହେଲା ପ୍ରସ୍ତାବ। ଦେବ ଦମ୍ପତିଙ୍କ ପବିତ୍ର ବିବାହ…